ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ହତ୍ୟାକାରୀକୁ ଖୋଜୁଛି ପୁଲିସ

ଲୋକୋ ପାଇଲଟ୍‌ଙ୍କ ବୟାନ ଉପରେ ନଜର ଭୁବନେଶ୍ୱର : ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା। ପୁଲିସ ଜବତ କରିଥିବା ଆଦିତ୍ୟଙ୍କ ଡାଏରିରେ ଭିନ୍ନ ତଥ୍ୟ ରହିଥିବା ବେଳେ ପୁଲିସ ଆଜି ହତ୍ୟା ମାମଲା ରୁଜୁ କରିଥିବାରୁ ଘଟଣା ପଛରେ ନିଶ୍ଚୟ କିଛି ବଡ଼ ରହସ୍ୟ ଛପି ରହିଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସୁଚିନ୍ତିତ ଷଡ଼ଯନ୍ତ୍ର ଦ୍ବାରା ତାଙ୍କୁ ହତ୍ୟା କରାଯାଇଛି … Continue reading ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ହତ୍ୟାକାରୀକୁ ଖୋଜୁଛି ପୁଲିସ